ଭୁବନେଶ୍ୱରରେ ଜେସିବି ମେସିନରେ ଦୋକାନ ଭାଙ୍ଗି ଲୁଟ ଅଭିଯୋଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ନିକଟ ଚିନ୍ତାମଣିଶ୍ୱର ଅଂଚଳରେ ଏକ ଜେସିବିରେ ଦୋକାନ ଭାଙ୍ଗିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଦୋକାନ ଘର ମାଲିକ ଲକ୍ଷ୍ମୀସାଗର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ କହିବାନୁଯାୟୀ ଗତକାଲି ରାତ୍ରିକାଳୀନ କର୍ଫ୍ୟୁ ସମୟରେ ୧୫ ରୁ ଅଧିକ ଦୁର୍ବୁତ ଜେସିବିରେ ଦୋକାନ ଭାଙ୍ଗି ସବୁ ଜିନିଷ ଲୁଟ କରି ଚାଲି ଯାଇଥିଲେ।

powered by social2s