ରଥ କାଠ ଚିରଟ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ କାଠ ଚିରା କାମ ଆରମ୍ଭ ହୋଇଛି। କଟକ ଖପୁରିଆ ସରକାରୀ କରତ କଳରେ ୩ ରଥର କାଠ ଚିରଟ କାର୍ଯ୍ୟ ଆରମ୍ଭ କରାଯାଇଛି। ପୁରୀରୁ ଆଜ୍ଞାମାଳା ଆସିବା ପରେ ହେଲା ରଥ କାଠ ଚିରଟ।

powered by social2s