ଧ୍ୱଜା ବନ୍ଧା ରସିଦ୍‌ ଜାଲିଆତି: ସେବକ ନିଲମ୍ବିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଧ୍ୱଜା ବନ୍ଧା ରସିଦ୍‌ ଜାଲିଆତି ଘଟଣାରେ ଜଣେ ଛତାର ସେବକ ନିଲମ୍ବିତ ହୋଇଥିବା ସୂଚନା। ୬ ମାସ ଯାଏଁ ଛତାର ସେବକ ରଞ୍ଜିତ କରଙ୍କୁ ନିଲମ୍ବିତ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ହାଇଦ୍ରାବାଦର ଜଣେ ଭକ୍ତଙ୍କୁ ୧୪ ହାତି ଧ୍ୱଜାର ଜାଲ ରସିଦ ଦେଇଥିଲେ।

powered by social2s