ମୋହନା: ଗଜପତି ଜିଲ୍ଲା ଗୁଇବାଡ଼ି ଗାଁ ନିକଟ ଜଙ୍ଗଲରୁ ୫ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଆର୍ ଉଦୟଗିରି ପୋଲିସ। ଏକ ପାହାଡ଼ରେ ୧୭ଟି ବସ୍ତାରେ ଚାଲାଣ ପାଇଁ ଲୁଚାଇ ରଖାଯାଇଥିଲା। ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ପ୍ରାୟ ୫୦ ଲକ୍ଷ ଟଙ୍କା।
powered by social2s