ଭୁବନେଶ୍ବର ଝାରପଡ଼ା ଜେଲରେ ଅଚାନକ ଚଢ଼ାଉ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲରେ ଆଜି ଜେଲ ବିଭାଗ ଆଇଜି ଓ ଡିଆଇଜି ଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ କରାଜାଇଛି।ଜଣେ ଦୁଦାନ୍ତ ଅପରାଧୂ ରହୁଥିବା ସେଲ ପଛପଟୁ ମୋବାଇଲ ଫୋନ ଜବତ ହୋଇଥିବା ସୂଚନା ମିଳିଛି।ଏ ନେଇ ଲକ୍ଷ୍ମୀସାଗର ଥାନା ରେ ଏକ ମାମଲା ରୁଜୁ ହୋଇଛି।ଏହା ବ୍ୟତୀତ ଟିଟୋ ଓ ଡି ବ୍ରଦ୍ରସ ସହଯୋଗି ମାନଙ୍କୁ ଜେଲ ନିୟମ ମାନିବାକୁ ତାଗିଦ କରାଯାଇଛି। ସେପଟେ ବାଲେଶ୍ବର ଓ ଚୌଦାର ଜେଲରେ ଚଢ଼ାଉ ହୋଇଥିବାର ଜଣାପଡିଛି।

powered by social2s