ଓଡ଼ିଶାର ସବୁ ମେଡିକାଲ କଲେଜରେ ରହିବ ସ୍ୱତନ୍ତ୍ର ପୁଲିସ ଫାଣ୍ଡି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଡାକ୍ତରଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। ରାଜ୍ୟର ୧୪ଟି ମେଡିକାଲ କଲେଜରେ ନିଯୁକ୍ତ ହେବେ ସିକ୍ୟୁରିଟି ଅଫିସର୍‌। ଅତିରିକ୍ତ SP, DSP କିମ୍ବା ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କୁ ମିଳିବ ନିଯୁକ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ଇନ୍ସପେକ୍ଟର ରାଙ୍କର ଅଫିସରଙ୍କୁ ମିଳିବ ଦାୟିତ୍ୱ। ସମସ୍ତ ମେଡିକାଲ କଲେଜରେ ରହିବ ସ୍ୱତନ୍ତ୍ର ପୁଲିସ ଫାଣ୍ଡି।

powered by social2s