କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରରେ ଭୂକମ୍ପ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଝଟ୍‌କା ଲାଗିଥିବା ସୂଚନା। ଭୟରେ ଘରୁ ବାହାରକୁ ଚାଲି ଆସିଲେ ଲୋକେ। କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼ରେ ଭୁକମ୍ପ ଅନୁଭୂତ ହୋଇଛି। ନୂଆପଡ଼ା ଜିଲ୍ଲାର ୨ଟି ବ୍ଲକରେ ଭୂକମ୍ପ ଅନୁଭୂତ ସିନାପାଲି ଓ ବୋଡ଼େନ ବ୍ଲକରେ ଭୂକମ୍ପ ଅନୁଭୂତ ହୋଇଛି।

powered by social2s