ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳରୁ ୨୫୯ ଗ୍ରାମ୍ର ବ୍ରାଉନ୍ ସୁଗାର ଜବତ କଲା ସଦର ଥାନା ପୋଲିସ। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା। ଏହି ଘଟଣାରେ ୪ ଯୁବକ ଗିରଫ ହୋଇଛନ୍ତି।
powered by social2s