ଜୁନ୍‌ ୨୧ରେ OTET ପରୀକ୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଜୁନ୍‌ ୨୧ରୁ ଓଡ଼ିଶାରେ ହେବ OTET ପରୀକ୍ଷା। ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଜୁନ୍‌ ୯ରୁ ବୋର୍ଡ ୱେବ୍‌ସାଇଟ୍‌ରେ ମିଳିବ ଆଡ୍‌ମିଟ୍‌ କାର୍ଡ। ସକାଳ ୯ରୁ ୧୧ଟା ୩୦ ପେପର୍‌-୧ ଓ ୨ରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ।

powered by social2s