ଆମ ବସ୍‌ କର୍ମଚାରୀଙ୍କ ଆନ୍ଦୋଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଭଗବାନପୁର ଡିପୋରେ ଆନ୍ଦୋଳନକୁ ଓଲ୍ହାଇଲେ ଆମ ବସ୍‌ କର୍ମଚାରୀ। ଭୁବନେଶ୍ୱର ସମେତ ୪୫ଟି ରୁଟ୍‌ରେ ୧୧୭ଟି ବସ୍‌ ସେବା ବନ୍ଦ ରହିଛି। ସଠିକ୍‌ ସମୟରେ ଦରମା, ଇପିଏଫ ଏବଂ ଇଏସଆଇ ସୁବିଧା ପ୍ରଦାନ ଓ ଗାଇଡ୍‌ଙ୍କ ସୁରକ୍ଷା ଦାବିରେ କରୁଛନ୍ତି ଆନ୍ଦୋଳନ।

powered by social2s