ପାଇଖାନାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଘର ପାଇଖାନାରୁ ଜଣେ ଛାତ୍ରଙ୍କ ସନ୍ଦେହଜକ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଯୁକ୍ତ ୩ ବାଣିଜ୍ୟ ୨ୟ ବର୍ଷର। ହାତ ବନ୍ଧା ଅବସ୍ଥାରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଭଦ୍ରକ ଜିଲ୍ଲା ଚରମ୍ପା ବଜାରରେ ଥିବା ଏକ ଘର ପାଇଖାନାରୁ ମିଳିଲା ମୃତଦେହ।

powered by social2s