ମାଲକାନଗିରି: ମାଲକାନଗିରିରେ ମାଟି ତଳୁ ଜବତ ହେଲା ମାଓ ବିସ୍ଫୋରକ। ମାଥିଲି ଥାନା କେରିମେଟି ଜଙ୍ଗଲରୁ ମିଳିଲା ମାଓ ସାମଗ୍ରୀ। ୩ ବନ୍ଧୁକ, ଗ୍ରାନାଇଟ୍, ଲ୍ୟାଣ୍ଡମାଇନ ସହ ୩୨ ପ୍ରକାର ମାଓ ସାମଗ୍ରୀ ଜବତ ହୋଇଛି। ଡିଭିଏଫ ଓ ବିଏସଏଫ ର ମିଳିତ ଅପରେସନ ବେଳେ ବିସ୍ଫୋରକ ଜବତ ହୋଇଥିବା ସୂଚନା।
powered by social2s

