ବଲାଙ୍ଗିର: ବଲାଙ୍ଗିର ସହର ଉପକଣ୍ଠ ଭାଲେର ଛକରୁ ୩୭୦ କେଜି ଗଞ୍ଜେଇ ଜବତ ହୋଇଛି। କାର୍ରେ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ। ଝାଡ଼ଖଣ୍ଡର ୨ ଜଣ ଗିରଫ ହୋଇଛନ୍ତି। ବିପୁଳ ଗଞ୍ଜେଇ କନ୍ଧମାଳରୁ ମୁମ୍ବାଇ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।
powered by social2s