ପୋଲ ତଳକୁ ଖସି ୨ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୀଳଗିରି: ବାଇକ୍ ସହ ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତା ତେଲିପାଳ ନିକଟରେ ଘଟିଛି ଦୁର୍ଘଟଣା। ୨ ମୃତକ ଔପଦା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଖୁମକୁଟ ଗାଁର। ବାଇକରେ ଉଦଳାରୁ ବନ୍ଧୁ ଘରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା।

powered by social2s