ଝାରପଡା ଜେଲ୍‌ରେ ୮ ଜଣ ଏଚଆଇଭି ପିଜିଟିଭ ଚିହ୍ନଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ୱର ଝାରପଡା ଜେଲରେ ବଢୁଛି ଏଚଆଇଭି ପିଜିଟିଭ ସଂଖ୍ୟା। ଝାରପଡା ଜେଲରେ ୮ ଜଣ ଅନ୍ତେବାସୀ ଏଚଆଇଭି ପିଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଷ୍କର୍ମ ମାମଲାରେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଏଡ୍ସ ଆକ୍ରାନ୍ତ ଥିବା ସୂଚନା। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ କରିଥିଲା ପୋଲିସ। ଅଭିଯୁକ୍ତ ଏଚଆଇଭି ପଜିଟିଭ ଚିହ୍ନଟ ହେବା ପରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଅବଗତ କଲେ ଜେଲ କର୍ତ୍ତୃପକ୍ଷ।

powered by social2s