ନିଜକୁ ଜାଳିଦେଲେ ଯୁବତୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ। ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଯୁବତୀ ଆତ୍ମାହୁତି ଦେଇଥିବା ସୂଚନା। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଛି। କାହିଁକି ନିଜକୁ ଜାଳିଲେ କାରଣ ଅସ୍ପଷ୍ଟ ରହିଛି।

powered by social2s