ଭୁବନେଶ୍ୱରର ବିଭିନ୍ନ ଦୋକାନ ବଜାରରେ ପୋଲିସ ର ଚଢ଼ାଉ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଦୋକାନ ବଜାରରେ ଆଜି କମିଶନରେଟ ପୋଲିସ ଚଢ଼ାଉ କରିଛି। କୋଭିଡ଼ ନିୟମ ଉଲଂଘନ କରୁଥିବା ଦୋକାନୀ ମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଝାରପଡ଼ା ହାଟ ରେ କିଛି ଦୋକାନ ସିଲ ହୋଇଥିବା ସୂଚନା ମିଳିଛି।

powered by social2s