ଭୁବନେଶ୍ୱର : ଓଡ଼ିଶାରେ ସମବାୟ ସଂସ୍ଥାରେ ହେବ ଏଗ୍ରିଷ୍ଟା୍କ ଆଇଡି। ଏଗ୍ରିଷ୍ଟାକ ଆଇଡି ପାଇଁ ଚାଷୀଙ୍କ ପାଖକୁ ଯିବେ ରାଜ୍ୟ ସରକାର। ଚାଷୀ ସମବାୟ ସଂସ୍ଥା ଆସିନପାରିଲେ ଚାଷୀଙ୍କ ପାଖକୁ ଯିବେ ଅଧିକାରୀ। ଆଇଡି ଜେନେରେଟ ହେଲେ ଚାଷୀଙ୍କୁ ଦିଆଯିବ ପରିଚୟପତ୍ର। ଏହି ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ। ଆଧାର କାର୍ଡ଼ ଭଳି ଚାଷୀଙ୍କୁ ମିଳିବ ଚାଷୀ ପରିଚୟପତ୍ର। ଆବଶ୍ୟକ ପଡିଲେ ବଢିବ ଚାଷୀଙ୍କ ପଞ୍ଜୀକରଣ ଅବଧି। ବିଦେଶରେ ଥିବା ଚାଷୀ ଆଭାସୀ ମାଧ୍ୟମରେ କରିବେ ପଞ୍ଜୀକରଣ।
powered by social2s

