ଲମତାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ତାରେଙ୍ଗବା ଗାଁରେ ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୋବାଇଲ ଚଲାଇବା ବେଳେ ବଜ୍ରପାତ ଘଟିଛି। ଚାର୍ଜରେ ବସାଇ ଇୟରଫୋନ ଦେଇ ଚଲାଉଥିବା ବେଳେ ଅଘଟଣ ଘଟିଛି। ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ ଘୋଷଣା କଲେ ଡାକ୍ତର।
powered by social2s