ଭୁବନେଶ୍ୱର : ମୌସୁମୀ ଅଧିବେଶନରେ ଶେଷ ଦିନରେ ରାଜ୍ୟସଭାରେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍-୨୦୨୬ ପାରିତ ହୋଇଛି। ଖଣି ଓ ଖଣିଜ ଉପରେ ରାଜ୍ୟର ସେସ୍ ଆଦାୟ କରିବାର କ୍ଷମତା ସୀମିତ ରହିଛି। କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ବୃଦ୍ଧି କରିପାରିବେନି ରାଜ୍ୟ ସରକାର।
powered by social2s

