ଭୁବନେଶ୍ବର ବିମାନ ବନ୍ଦରରେ ଭଙ୍ଗାରୁଜା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ବିମାନ ବାତିଲ ହେବାରୁ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀ ଭଙ୍ଗାରୁଜା କରିଛନ୍ତି। ଗତକାଲି ରାତିରେ କଲିକତା ବିମାନ ବିଳମ୍ବ ପରେ ବାତିଲ ହେବାରୁ ଭଙ୍ଗାରୁଜା କଲେ ଯାତ୍ରୀ। ଅପେକ୍ଷା କରିଥିବା ଯାତ୍ରୀମାନେ ବିମାନ ବନ୍ଦରର କମ୍ପୁଟର ଓ ସ୍କାନର ଭାଙ୍ଗିଥିବା ସୂଚନା।

powered by social2s