ଭୁବନେଶ୍ୱରରେ ଆନ୍ଦୋଳନ ବେଳେ ବିଶୃଙ୍ଖଳା ଘଟଣା: ଜେଲ୍ ଗଲେ ଦୀନବନ୍ଧୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନ ବେଳେ ବିଶୃଙ୍ଖଳା ଘଟଣାରେ ଗିରଫ ହୋଇ ଜେଲ୍ ଗଲେ ସ୍ମାର୍ଟସିଟି ଅନ୍‌ଲାଇନ୍ ଅଟୋ ଡ୍ରାଇଭର ସଂଘ ସଭାପତି ଦୀନବନ୍ଧୁ ନାୟକ। କୋର୍ଟରେ ହାଜର ପରେ ଜେଲ୍ ପଠାଇଲା ପୋଲିସ। ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ହିଂସାକାଣ୍ଡ ଘଟାଇଥିଲେ। କାଲି ଏକ ଭିଡିଓ ଜରିଆରେ କ୍ଷମା ପ୍ରାର୍ଥନା କରିଥିଲେ ଦୀନବନ୍ଧୁ। ଦୀନବନ୍ଧୁ ନାୟକଙ୍କୁ ପୁରୀରୁ ଗିରଫ କରିଥିଲା ପୋଲିସ।

powered by social2s