ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅବଧି ବୃଦ୍ଧି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଉ ୫ ବର୍ଷ ପାଇଁ ବଢ଼ିଲା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା। ୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବୃଦ୍ଧି ହେଲା ଅବଧି। ୧୧୫୦ କିମି ନୂଆ ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି। ଚିହ୍ନଟ ଦୁର୍ଗମ ଅଞ୍ଚଳରେ ନୂଆ ସଡ଼କ ଓ ପୋଲ ନିର୍ମାଣ କରାଯିବ। ମାଓ ପ୍ରଭାବିତ ଅଞ୍ଚଳକୁ ଯୋଗାଯୋଗ ମୁଖ୍ୟ ଲକ୍ଷ୍ୟ।

powered by social2s