ମହାନଦୀରେ ଛୋଟ ବନ୍ୟା ଆଶଙ୍କା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ମହାନଦୀରେ ଛୋଟ ବନ୍ୟା ଆଶଙ୍କା ରହିଛି। ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ। ଛତିଶଗଡ଼ରେ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ମହାନଦୀରେ ଛୋଟ ବନ୍ୟା ସମ୍ଭାବନା ରହିଛି। ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣି ରହିବ। ମୁଣ୍ଡଳୀରେ କାଲି ସୁଦ୍ଧା ସାଢ଼େ ୬ ଲକ୍ଷରୁ ୬ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ଯିବ। ବଂଶଧାରା ବର୍ଷା ଯୋଗୁଁ ଫ୍ଲାସ୍‌ ଫ୍ଲଡ୍‌ ରହିଥିଲା, ଏବେ ପାଣି କମିଛି। ଆଗକୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନଥିବାରୁ ଆହୁରି ସୁଧାର ଆସିପାରେ।

powered by social2s