ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କନ୍ଧମାଳ: ଅଜଣା ଗାଡ଼ି ଧକ୍କା ୨ ଯୁବକଙ୍କ ସହ ୨ ଗୋରୁ ପ୍ରାଣ ହରାଇଛନ୍ତି। କନ୍ଧମାଳ ଜିଲ୍ଲା ସଦର ଥାନା ସୁଡ୍ରୁକୁମ୍ପା ନିକଟ କ୍ରାଣ୍ଡିମାସ୍କାରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି।

powered by social2s