କାନ୍ଥ ପଡ଼ି ୩ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ପଟିସାହି ଗାଁରେ କାନ୍ଥ ପଡ଼ି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଶୋଇଥିବା ବେଳେ କାନ୍ଥ ପଡ଼ି ଶିଶୁ ସମେତ ୩ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୩ ଜଣ ପଣ୍ଡିତ ରଘୁନାଥ ମୁର୍ମୁ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

powered by social2s