ଭୁବନେଶ୍ୱର : ପଞ୍ଚାୟତ ପୌର ନିର୍ବାଚନ ପାଇଁ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବ ସର୍ଭେ। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କରାଯାଉଛି। ସେପ୍ଟେମ୍ବର ୨୩ରେ ମାଷ୍ଟର୍ ଟ୍ରେନର୍ମାନଙ୍କ ଦିଆଯିବ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ। ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ହେବ ପ୍ରଶିକ୍ଷଣ। ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି କରାଯିବ ସର୍ଭେ।
powered by social2s

