ଭୁବନେଶ୍ୱର : ଲଘୁଚାପ ବର୍ଷା ଯୋଗୁଁ ସେପ୍ଟେମ୍ବର ୨୩ରୁ ୨୪ ବନ୍ଦ ରହିବ କନ୍ଧମାଳ ଜିଲ୍ଲାରେ ଥିବା କଳିଙ୍ଗା ଘାଟିରେ ଯାତାୟାତ। ଉଭୟ ସ୍ଥାନରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଭୂସ୍ଖଳନ ଆଶଙ୍କା ଥିବାରୁ ବନ୍ଦ ରହିବ କଳିଙ୍ଗା ଘାଟି। ବିକଳ୍ପ ରାସ୍ତା ଦେଇ ଯାତାୟାତ ଜାରି ରହିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଛି ସୂଚନା। ଚିକିଟିରେ ବନ୍ୟା ଓ ପାତ୍ରପୁରରେ ଭୂସ୍ଖଳନର ଆଶଙ୍କା ରହିଛି।
powered by social2s

