ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗଣେଶ ମେଢ ଭସାଣି ବେଳେ ଡିଜେ ଶବ୍ଦରେ ଜଣେ ପ୍ରାଣ ହରାଇଛନ୍ତି। ଡିଜେର ବିକଟାଳ ଶବ୍ଦରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ନିକଟରେ ଭୁଶୁଡ଼ିଲା ଏକ ଦୁଇ ମହଲା କୋଠାଘରର କଂକ୍ରିଟ୍ ତାଜା। ଦୁର୍ଘଟଣାରେ ୧୩ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବିଭିନ୍ନ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ପୋଲିସ୍ର ବିନା ଅନୁମତିରେ ଡିଜେ ବଜାଇବା ଦ୍ଵାରା ଅଘଟଣ ଘଟିଥିବା ଅଭିଯୋଗ କଲେ ସ୍ଥାନୀୟ ଲୋକେ।
powered by social2s

