ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ ବାଙ୍ଗିରିପୋଷି–ପୁରୀ ଏକ୍ସପ୍ରେସ୍ରୁ ମହିଳାଙ୍କୁ ସହାୟତା କଲେ ରେଳବାଇ ସୁରକ୍ଷା ଫୋର୍ସ ଓ ‘ମେରି ସହେଲୀ’ ଟିମ୍। ପ୍ଲାଟଫର୍ମରେ ଶିଶୁ ଜନ୍ମ ପରେ ମା’ ଓ ନବଜାତଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି।
powered by social2s