ସୁରକ୍ଷିତ ଅଛନ୍ତି କୃଷ୍ଣସାର ମୃଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଦେଖାଦେଇଛି । ବନ୍ୟା ପାଣିରେ କୃଷ୍ଣସାର ଭାସିଯିବା ଖବରକୁ ନେଇ ବନ ବିଭାଗ ସ୍ପଷ୍ଟୀକରଣ ରଖିଛି। ବନ୍ୟାଜଳର ପ୍ରବଳ ସ୍ରୋତରେ କିଛି କୃଷ୍ଣସାର ମୃଗ ଭାସିଯାଇଥିଲେ। ସେମାନେ ସୁରକ୍ଷିତ ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଛନ୍ତି ସମ୍ପୃକ୍ତ ବନଖଣ୍ଡ ଅଧିକାରୀଙ୍କ ରିପୋର୍ଟ ମିଳିଛି। କୌଣସି କୃଷ୍ଣସାର ମୃଗଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିନି। ସମସ୍ତ କୃଷ୍ଣସାର ମୃଗ ସୁରକ୍ଷିତ ଥିବା ସ୍ପଷ୍ଟକଲା ବନ ବିଭାଗ।

powered by social2s