ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ର ୨ ଜଣ ସଦସ୍ୟ। କାଲିଠୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷାରେ ଯିବ କେନ୍ଦ୍ରୀୟ ଟିମ୍। ଗଞ୍ଜାମ ଓ ଗଜପତି ଜିଲ୍ଲା ପରିଦର୍ଶନ କରିବେ। ୮ ଜଣିଆ ଟିମ୍ ଅଲଗାଅଲଗା ହୋଇ ପରିଦର୍ଶନ କରିବେ। ସନ୍ଧ୍ୟାରେ ଟିମର ଅନ୍ୟ ସଦସ୍ୟ ପହଞ୍ଚିବା ନେଇ ମିଳିଛି ସୂଚନା।
powered by social2s

