ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ : ପୁରୀ ଜିଲ୍ଲା କଣାସ ଗଡ଼ିସାଗଦା ଥାନା ଥାନା ଅଧିକାରୀ ଦିଲୀପ ଧଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବଡ଼ଓରା ଗାଁକୁ ତଦନ୍ତ ପାଇଁ ଯାଇଥିଲା ବେଳେ ଆକ୍ରମଣ କରାଯାଇଛି। ଚେୟାରରେ ଆକ୍ରମଣ ପରେ ଧଳଙ୍କ ମୁଣ୍ଡ ଫାଟିଥିବା ସୂଚନା। ତାଙ୍କୁ କଣାସ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

powered by social2s