୯୯୦ ଟଙ୍କାରେ ମିଳିବ କୋଭିଡ ଔଷଧ 2DG

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କୋଭିଡ ନିରୋଧୀ ଔଷଧ 2DGର ବିକ୍ରି ମୂଲ୍ୟ ନିର୍ଦ୍ଧାରିତ। ପ୍ୟାକେଟ ପିଛା ୯୯୦ ଟଙ୍କାରେ ମିଳିବ କୋଭିଡ ଔଷଧ 2DG। DRDOର ଏହି ଔଷଧକୁ ପ୍ରସ୍ତୁତ କରି ବିକ୍ରି କରିବ ଡକ୍ଟର ରେଡ୍ଡି ଲ୍ୟାବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିହାତି ଦରରେ 2DG ଯୋଗାଇବ କମ୍ପାନି।

powered by social2s