ଟ୍ରକ ଓଲଟି ଡ୍ରାଇଭର ଓ ହେଲ୍ପର୍ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଟ୍ରକ ଓଲଟି ଡ୍ରାଇଭର ଓ ହେଲ୍ପର୍ ମୃତ ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପଲଦା ନିକଟରେ ଓଲଟିଲା ଟ୍ରକ। ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପର୍ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ରୁ ଭୁବନେଶ୍ୱର ଆସୁଥିଲା ବେଳେ ଭାରସାମ୍ୟ ହରାଇ ଟ୍ରକ ଟି ଓଲଟିଛି।

powered by social2s