ତୃତୀୟ ଲହରକୁ ଆଖି ଆଗରେ ରଖି ଓଡ଼ିଶା ସରକାର୍ ଙ୍କ ପ୍ରସ୍ତୁତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ତୃତୀୟ ଲହରକୁ ଆଖି ଆଗରେ ରଖି ଓଡ଼ିଶା ସରକାର୍ ଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ତ୍ତମାନ ଜେନେରାଲ ବେଡ୍ ବ୍ୟବହାର ୩୯ ପ୍ରତିଶତ ଅଛି । ଭେନ୍ତିଲେତର ଓ ଅକ୍ସି ଜେନ ସପୋର୍ଟ ବେଡ୍ ୬୦ ପ୍ରତିଶତ ଅଛି । ବିଶେଷଜ୍ଞଙ୍କ ମତରେ ତୃତୀୟ ଲହରରେ ପିଲା ମାନେ ଅଧିକ ପ୍ରଭାବିତ ହେବା ର ଆଶଙ୍କା ରହିଛି । ଜୁନ ଦ୍ବିତୀୟ ସପ୍ତାହକୁ ସ୍ୱାଭାବିକ ହେବ ପରିସ୍ଥିତି। ଶିଶୁ ମାନଙ୍କ ଉପରେ ନଜର ରଖିଛନ୍ତି ସରକାର। କେଉଁଠି ପିଲାଙ୍କ ପାଇଁ ICU ବଢ଼ାଯିବ, ବେଡ଼ ବଢ଼ାଯିବ ପ୍ରାଧାନ୍ୟ ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ନିୟମିତ ଭାବେ ପଜିଟିଭ ସଂଖ୍ୟା କାମୁଛି, ଜୁନ ଦ୍ଵିତୀୟ ସପ୍ତାହକୁ ସ୍ୱାଭାବିକ ହେବ ପରିସ୍ଥିତି। ବିଶେଷଜ୍ଞଙ୍କ ମତରେ ଶିଶୁମାନେ ସୁରକ୍ଷିତ ନଥିବାରୁ ସଂକ୍ରମଣ ହୋଇପାରେ ।

powered by social2s