୧୬ ନମ୍ବର ଜାତୀୟ ରାଜପଥରେ ଏସିଡ ଟ୍ୟାଙ୍କର ଲିକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ବର୍ତ୍ତମାନ ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଚମ୍ପାଗଡ଼ ନିକଟରେ ଗଞ୍ଜାମରୁ କୋଲକାତା ଅଭିମୁଖେ ହାଇଡ୍ରୋକ୍ଲୋରାଇଡ଼ ଏସିଡ ନେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ଟାଙ୍କି ର ଏକ ଭଲବ କଟି ଯିବାରୁ ସେଥିରେ ଥିବା ଏସିଡ ଲିକ ହୋଇ ସମଗ୍ର ଅଂଚଳରକୁ ଆଚ୍ଛାଦିତ କରିଛି। ଯାହା ଦ୍ୱାରା ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଟାଙ୍ଗି ଅଗ୍ନିଶମ ବାହିନୀ ପହଞ୍ଚି ଟାଙ୍କି ଉପରେ ପାଣି ସିଞ୍ଚନ କରି ଏସିଡ ଲିକକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

powered by social2s