ଭୁବନେଶ୍ୱର: ଆଜି ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ଅଖିଳେଶ୍ୱର ସିଂହ ହେଲେ ଜଗତସିଂହପୁର ଏସପି। ପ୍ରତ୍ୟୁଷ ଦିବାକର ହେଲେ ନୂଆପଡା ଏସପି। ପି.ଏସ.ପୁରୁଷୋତ୍ତମ ଦାସ ହେଲେ ନବରଙ୍ଗପୁର ଏସପି। ରାହୁଲ ଜୈନ ହେଲେ ବରଗଡ଼ ଏସପି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ଦେବଦତ୍ତ ସିଂହ। ପୋଲିସ ହେଡକ୍ୱାର୍ଟର IGP ହେଲେ ଦେବଦତ୍ତ ସିଂହ। ପି.ଏସ ମୀନା ମାଲକାନଗିରି SP। କେ.ଆର ବ୍ୟାନଦେଓ ହେଲେ ମୟୁରଭଞ୍ଜ SP। ଜଗତସିଂହପୁର SP ପ୍ରକାଶ ଆରଙ୍କୁ ଭିଜିଲାନ୍ସରେ ନିଯୁକ୍ତି।
powered by social2s

