ବିପଦ ସଙ୍କେତ ତଳେ ବୈତରଣୀ ନଦୀର ଜଳସ୍ତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟାଜଳ। ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ହୋଇଥିବା ବେଳେ ଆଜି ସକାଳ ୭ ଟା ସୁଦ୍ଧା ୧୭.୬୮ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ । ଗତକାଲି ବିପଦ ସଙ୍କେତ ଉପରେ ରହିଥିଲା ବୈତରଣୀ ନଦୀର ଜଳସ୍ତର।

powered by social2s