କଳାହାଣ୍ଡିରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଳାହାଣ୍ଡି: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ ସ୍ଥାନୀୟ ଉଧ୍ୟମତା ଓ ଅର୍ଥକାରୀ ଫସଲ ରେ ନିବେଶ ଉପରେ ଗୁରୁତ୍ୱ ଦେଇଛନ୍ତି। କୃଷି ଭିତ୍ତିକ ଶିଳ୍ପ ଉପରେ ଘରୋଇ ପୁଞ୍ଜି ନିବେଶ କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। କଳାହାଣ୍ଡିରେ ଟସର, ମାଛଚାଷ ଓ ପଶୁପାଲନ କ୍ଷେତ୍ରରେ ନିବେଶ ହେଉ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମଧ୍ୟ ଲାଭଦାୟକ ହେବ ବୋଲି ଅସିତ କହିଛନ୍ତି।

powered by social2s