କଳାହାଣ୍ଡି: ଖୋଲିଲା କଳାହାଣ୍ଡି ଜିଲ୍ଲାର ମା ମାଣିକେଶ୍ୱରୀ ମନ୍ଦିର। କଳାହାଣ୍ଡି ମହାରାଜ ଓ ଜିଲ୍ଲା ପ୍ରଶାସନର ଆଲୋଚନା ପରେ ନିଆଯାଇଛି ନିଷ୍ପତ୍ତି। ମନ୍ଦିରରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ।
powered by social2s