![]()
ପୁରୀ: ଆଜି ପବିତ୍ର ଗମ୍ହା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ। ଗମ୍ହା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତି। ଶ୍ରୀମନ୍ଦିରରେ ପାଳନ ହେଉଛି ପ୍ରଭୁ ବଳଭଦ୍ର ଙ୍କ ଜନ୍ମଦିନ। ରକ୍ଷା ବନ୍ଧନ ଦିବସରେ ରାଖୀ ପିନ୍ଧିବେ ବଳଭଦ୍ର ଓ ଜଗନ୍ନାଥ। ଆସନ୍ତାକାଲି ଠାରୁ ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ। ସେଥିପାଇଁ ଶ୍ରୀମନ୍ଦିରକୁ ଆଜି ସାନିଟାଇଜ କରାଯାଇଛି।
powered by social2s

