ନଦୀରେ ପଡ଼ି ଶିଶୁକନ୍ୟା ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ଖଡ଼ଖାଇ ନଦୀରେ ବୁଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମୃତକ ବିଶୋଇ ଥାନା କୁଡୁମଦା ଗାଁର ସାଉଁରୀ ଟୁଡୁ। ଶିଶୁକନ୍ୟା ର ବୟସ ତିନି ବର୍ଷ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

powered by social2s