ଭୁବନେଶ୍ୱର ଏମ୍ସରେ Advance Molecular Diagnostic Centre ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ Advance Molecular Diagnostic Centre ଆରମ୍ଭ ହୋଇଛି। ଏହି ସେଣ୍ଟରରେ ବିଭିନ୍ନ ପ୍ରକାର ଫଁଗସ ଉପରେ ଗବେଷଣା କରାଯିବ। ଗବେଷଣା ପାଇଁ #ICMR ଆଗାମୀ ୩ ବର୍ଷ ମଧ୍ୟରେ ଅଢେ଼ଇ କୋଟି ଟଙ୍କା ଦେବ। ଏହାକୁ ପୂର୍ବ ଭାରତର ରେଫରାଲ ସେଣ୍ଟର ଭାବେ ଉପଯୋଗ କରାଯିବ।

powered by social2s