ତୃତୀୟ ଲହର ଆସିଲେ ଦୈନିକ ୧୪,୦୦୦ ସଂକ୍ରମିତ ଚିହ୍ନଟ ହେବେ: ଡିଏମଇଟି ମୁଖ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ତୃତୀୟ ଲହର ଆସିଲେ ପିଲାମାନେ ଅଧିକ ସଂକ୍ରମିତ ହେବେ। ଏକ୍ସପର୍ଟ ମାନେ କହୁଛନ୍ତି ଯେ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ସଂକ୍ରମଣ ପିକ୍ ନେବାର ସମ୍ଭାବନା ରହିଛି। ଦିଏମଇଟି ମୁଖ୍ୟ ସିବିକେ ମହାନ୍ତି କହିବା ଅନୁଯାୟୀ ଯଦି ତୃତୀୟ ଲହର ଆସେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁପାରେ ଓ ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହୋଇପାରନ୍ତି। ତେଣୁ ତୃତୀତ ଲହର ପାଇଁ ଆବଶ୍ୟକତା ଠାରୁ ଅଧିକ ପ୍ରସ୍ତୁତି ଅଛନ୍ତି ରାଜ୍ୟ ସରକାର। ପିଲାମାନଙ୍କ ପାଇଁ ହସ୍ପିଟାଲ୍ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମହାନ୍ତି ସୂଚନା ଦେଇଛନ୍ତି।

powered by social2s