ଭୁବନେଶ୍ୱର: ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ଅଗଷ୍ଟ ୨୬, ୨୭, ୩୧ ଓ ସେପ୍ଟେମ୍ବର ୧, ୨ ତାରିଖରେ ହେବ ପରୀକ୍ଷା। ଭାରତର ୩୩୪ ସହରରେ ପରୀକ୍ଷା ଆୟୋଜନ କରାଯାଇଛି। ଦେଶର ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଓଡ଼ିଶାରୁ ଅଛନ୍ତି ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।
powered by social2s

