କଟକ ଏସସିବିରେ ୫୨ ବାର୍ଷିଆ ମହିଳାଙ୍କ ଠାରୁ ଆରମ୍ଭ ହେଲା ପ୍ରଥମ ଇକମୋ ଚିକିତ୍ସା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇଛି ଇକମୋ ଚିକିତ୍ସା। ଗତକାଲି ରାତି ୧୨:୩୦ ରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ୫୨ ବାର୍ଷିଆ ମହିଳାଙ୍କ ଠାରୁ ଆରମ୍ଭ ହେଲା ଏହି ଚିକିତ୍ସା। ଅଗଷ୍ଟ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ଚିକିତ୍ସାର ଶୁଭାରମ୍ଭ କରିଥିଲେ।

powered by social2s