ସୁନ୍ଦରଗଡ଼ରେ ବ୍ରିଜ ଉପରେ ୪ ଫୁଟ ପାଣି ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଫୁଟୁଗାଁ ନିକଟ ଗଡ଼ପାଲି ବ୍ରିଜ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି। ଗତରାତିରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ଚାଲିଛି ୪ ଫୁଟ ପାଣି। ପ୍ରବଳ ବର୍ଷା ହେବାରୁ ଦୁଇଟି ପଂଚାୟତ ଜଳମଗ୍ନ ହୋଇଛି ଓ କେନ୍ଦୁଝର ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି।
powered by social2s

