ଭୁବନେଶ୍ୱର: ଆଜି ଭୁବନେଶ୍ୱର ସିରିପୁର ଅଂଚଳରେ ଜୈନକ ୧୫ ବର୍ଷୀୟ ନାବାଳକ ସ୍କୁଲ ଛାତ୍ର ଟିଉସନ ରୁ ଫେରୁଥିବା ବେଳେ ରାସ୍ତାରେ ପ୍ରବଳ ବର୍ଷା ପାଣି ସ୍ରୋତରେ ପଡ଼ିଯାଇ ପାଖରେ ଥିବା ଖୋଲା ଡ୍ରେନ କୁ ଭାସିଯାଇଥିଲେ।ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡ଼ିଛି।ନିଖୋଜ ଛାତ୍ର ଜଣକ ସ୍ଥାନୀୟ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀ ର ବାସିନ୍ଦା ଅଟନ୍ତି।
powered by social2s

