ନୂଆଦିଲ୍ଲୀ: ଦେଶରେ ୨୦ ମାସ ପରେ ସ୍ଵାଭାବିକ ହେବ ରେଳ ଚଳାଚଳ ।୨୦୨୧ ର ନିର୍ଘଣ୍ଟ ଅନୁସାରେ ଚାଲିବ ୧୭୦୦ ଟି ଟ୍ରେନ୍ ।ଏବେ ଚାଲୁଥିବା ବିଶେଷ ଓ ଛୁଟି ବିଶେଷ ଟ୍ରେନ୍ ପୁରୁଣା ନମ୍ୱର୍ ରେ ଚାଲିବ ।ସ୍ଵତନ୍ତ୍ର ଟ୍ରେନରେ ମିଳୁଥିବା ରିହାତି ନିୟମିତ ଟ୍ରେନରେ ମିଳିନପାରେ ନିର୍ଦ୍ଧାରିତ ଟିକେଟ ଦର ଓ ଗାଡ଼ି ନମ୍ୱର୍ ପୂର୍ବଭଳି ଲାଗୁ ହେବ ।ସାଧାରଣ ବର୍ଗର ଟିକେଟ କରାଯିବ ନାହିଁ ।କୋଭିଡ ନିୟମ ପାଳନ ବାଧ୍ୟତାମୂଳକ ହେବ ।କୋଭିଡ ଯୋଗୁଁ ୨୦ ମାସ ଧରି କେବଳ ବିଶେଷ ଟ୍ରେନ୍ ଯାତାୟାତ କରୁଛି ।
powered by social2s

